ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ

ସମ୍ବଲପୁର: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସମ୍ବଲପୁରରେ ଆଜି ଜଣେ ଭିଜିଲାନ୍ସ ଅଧିକାରୀ ଧରାପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ଭିଜିଲାନ୍ସ ଅଧିକାରୀଙ୍କୁ ତାଙ୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚଢ଼ଉ କରି ଧରିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ହିଁ ନିଜ ବିଭାଗର ଟାର୍ଗେଟର ଶିକାର ହୋଇଛନ୍ତି। ସେ ଏକ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା … Continue reading ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ